Below header
Browsing Tag

manoj kumar sahu

କାଜୁରେ ଜଗନ୍ନାଥ, ସାବୁନରେ ମାଆ କଟକଚଣ୍ଡୀ: ଚର୍ଚ୍ଚାରେ ଭିନ୍ନ ଏକ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ

କଟକ: କାଜୁରେ ଜଗନ୍ନାଥ, ସାବୁନରେ ମାଆ କଟକଚଣ୍ଡୀ । ଚର୍ଚ୍ଚାରେ ଭିନ୍ନ ଏକ ଚିତ୍ରଶିଳ୍ପୀ ମନୋଜ କୁମାର ସାହୁ । କଟକରେ ରୁହନ୍ତି କେନ୍ଦ୍ରାପଡାର ମନୋଜ । ପିଲାଙ୍କୁ ଟ୍ୟୁସନ କରନ୍ତି । ଲକ୍‌ଡାଉନରେ ସମୟକୁ ଅପଚୟ ନକରି କଣ କରିବେ ବୋଲି ଭାବୁ ଭାବୁ ପାଲଟି ଯାଇଛନ୍ତି ଜଣେ ଭିନ୍ନ ଧରଣର ଚିତ୍ରକର…