Below header
Browsing Tag

Manya Harsha

୧୦ ବର୍ଷର ଛାତ୍ରୀଙ୍କ ଅଦ୍ଭୁତ କାରନାମା, ପରିବା ଚୋପାରେ ପ୍ରସ୍ତୁତ କରିଦେଲେ ଇକୋ-ଫ୍ରେଣ୍ଡଲୀ ପେପର୍

ମାନ୍ଯା ହର୍ଷ, ବୟସ ମାତ୍ର ୧୦। କିନ୍ତୁ ଏପରି କାରନାମା କରିଛନ୍ତି, ଆପଣ ଜାଣିଲେ ମଧ୍ୟ ପ୍ରଶଂସା ନ କରି ରହିପାରିବେ ନାହିଁ। ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବାରେ ଭଲ ଫଳପ୍ରଦ ହୋଇଛି ତାଙ୍କର ଏହି କାମ । ଷଷ୍ଠ ଶ୍ରେଣୀର ଛାତ୍ରୀ ପିଆଜ, ରସୁଣ ଏବଂ ଟମାଟୋ ସେଲରୁ ପ୍ରସ୍ତୁତ…