Below header
Browsing Tag

maoist leader

ମାଓ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ସଫଳତା, ଗିରଫ ହେଲା ହାର୍ଡକୋର ମାଓ ନେତା ଦୁବାଶି ଶଙ୍କର

କୋରାପୁଟ(କେ ନ୍ୟୁଜ): ମାଓ ଦମନ ଅଭିଯାନରେ ଓଡ଼ିଶା ପୋଲିସକୁ ସଫଳତା। ଗିରଫ ହେଲା ହାର୍ଡକୋର ମାଓ ନେତା ଦୁବାଶି ଶଙ୍କର। ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଦୁବାଶି ଶଙ୍କର ଉପରେ ୨୦ଲକ୍ଷ ଟଙ୍କାର ପୁରସ୍କାର ରହିଛି। ବୈପାରୀଗୁଡ଼ାର ପେଟାଗୋଡା ଓ ନୋଆରୋ ଜଙ୍ଗଲରେ ତାର ଗତିବିଧି ନେଇ…

କରୋନା ଭୟରେ ପରିବାର ଲୋକ ଛୁଇଁଲେନି, ଟପ ମାଓ କମାଣ୍ଡର ଆଇତୁ ଗଙ୍ଗାଙ୍କ ଶବ ସତ୍କାର କଲେ ପୋଲିସ ଅଧିକାରୀ

ମାଲକାନଗିରି(କେ ନ୍ୟୁଜ): ମାନବିକତା ଦେଖାଇଲା ଛତିଶଗଡ଼ର ସୁକମା ପୋଲିସ । କରୋନା ହୋଇଥିବା କାରଣରୁ ପରିବାର ଲୋକ ଶବ ଦାହ ନ କରିପାରି ହାତ ଟେକିଦେଇ ଥିବା ବେଳେ ଛତିଶଗଡ଼ ପୋଲିସ ବଢ଼ାଇଲା ସାହାଯ୍ୟର ହାତ | କୋଭିଡ କଟକଣା ମାନି ପୋଲିସ ନିଜ ଖାକି ପୋଷାକ ଉପରେ ପିପିଇ କିଟ ପିନ୍ଧି ମାଓ…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା: ଏନକାଉଣ୍ଟରରେ ହାର୍ଡକୋର ମାଓନେତା ହିଡ଼ମାର ମୃତ୍ୟୁ

ମାଲକାନଗିରି : ଟପ୍‌ ମାଓନେତା ହିଡ଼ମା ମୃତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା । ଚିକପାଲ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓନେତା ହିଡ଼ମାର ମୃତ୍ୟୁ ହୋଇଛି ।ମୃତ ଦେହ ଉଦ୍ଧାର ପରେ ଏହା ଟପ୍‌…

ଖୁବଶୀଘ୍ର ଆତ୍ମସମର୍ପଣ କରିପାରନ୍ତି ଟପ୍‌ ମାଓ ନେତା ଗଣପତି

ଆତ୍ମସମର୍ପଣ କରିପାରନ୍ତି ଟପ୍‌ ମାଓ ନେତା ଗଣପତି । ଏକାଧିକ ରୋଗରେ ପୀଡ଼ିତ ଗଣପତି ଏନେଇ ଟିଆରଏସ ନେତାଙ୍କ ସହ ଯୋଗାଯୋଗ କରିଥିବା କୁହାଯାଉଛି । ଦିନେ ଦୁଇ ଦିନ ଭିତରେ ଏବାବଦରେ ସବୁ କିଛି ସ୍ପଷ୍ଟ ହୋଇପାରେ । ୨୦୦୪ମସିହାରେ ସିପିଆଇ-ଏମଏଲ ଓ ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟର ଅଫ୍‌ ଇଣ୍ଡିଆ ବା…