ମାର୍ଚ୍ଚରେ ୧୮ ଦିନ ବ୍ୟାଙ୍କ ଛୁଟି, ଜାଣି ରଖନ୍ତୁ ତାରିଖ
ଫେବୃଆରୀ ମାସ ଶେଷ ହେଉଥିବା ବେଳେ ମାର୍ଚ୍ଚ ମାସ ପାଇଁ ଆରମ୍ଭ ହୋଇଯିବ । ଯଦି ଆପଣଙ୍କର ଆସନ୍ତା ମାର୍ଚ୍ଚ ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ୨୦୨୬ ମାର୍ଚ୍ଚ ମାସରେ ବିଭିନ୍ନ ପର୍ବପର୍ବାଣୀ ଏବଂ ସାପ୍ତାହିକ ଛୁଟି…