ବ୍ୟାଙ୍କ କାମ ଥିଲେ ତୁରନ୍ତ ସାରିଦିଅନ୍ତୁ, ମାର୍ଚ୍ଚରେ ୧୪ ଦିନ ବ୍ୟାଙ୍କ ବନ୍ଦ
ଫେବୃଆରୀ ମାସ ଶେଷ ହୋଇଗଲାଣି । ଆଉ ମାତ୍ର ଗୋଟିଏ ଦିନ । ଏହାପରେ ମାର୍ଚ୍ଚ ମାସ ଆରମ୍ଭ ହୋଇଯିବ । ଏହି ମାସରେ ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବରରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ।
ଫେବୃଆରୀ ମାସ ଶେଷ ଦିନ ଆଜି । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି ବିଶେଷ କାମ ରହିଛି, ତେବେ ତୁରନ୍ତ କାମ ସାରି ଦିଅନ୍ତୁ । ଫେବୃଆରୀ ମାସ ଶେଷ ହୋଇଗଲାଣି । ଆଉ ମାତ୍ର ଗୋଟିଏ ଦିନ । ଏହାପରେ ମାର୍ଚ୍ଚ ମାସ ଆରମ୍ଭ ହୋଇଯିବ । ଏହି ମାସରେ ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବରରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ ।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୨୪ ମାର୍ଚ୍ଚ ମାସର ଛୁଟି ତାଲିକା ଘୋଷଣା କରିଛି । ପ୍ରତିମାସ ଭଳି ମାର୍ଚ୍ଚ ମାସରେ ବ୍ୟାଙ୍କ ବନ୍ଦ ରହିବ । ତେବେ ଜାଣନ୍ତୁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ।
କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ?
ମାର୍ଚ୍ଚ ୧ :ମିଜୋରାମରେ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୩ : ରବିବାର
ମାର୍ଚ୍ଚ ୮ : ମହାଶିବରାତ୍ରୀ
ମାର୍ଚ୍ଚ ୯ : ଦ୍ୱିତୀୟ ଶନିବାର
ମାର୍ଚ୍ଚ ୧୭ : ରବିବାର
ମାର୍ଚ୍ଚ ୨୨ : ବିହାର ଦିବସ ଯୋଗୁଁ ବିହାରରେ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୨୩: ଚତୁର୍ଥ ଶନିବାର
ମାର୍ଚ୍ଚ ୨୪ : ରବିବାର
ମାର୍ଚ୍ଚ ୨୫ : ହୋଲି
ମାର୍ଚ୍ଚ ୨୬ : ଦୋଳ ପୂର୍ଣ୍ଣିମା
ମାର୍ଚ୍ଚ ୨୭ : ହୋଲି ଯୋଗୁଁ ବିହାରରେ ବ୍ୟାଙ୍କ ବନ୍ଦ
ମାର୍ଚ୍ଚ ୨୯ : ଗୁଡ ଫ୍ରାଇଡେ
ମାର୍ଚ୍ଚ ୩୧ : ରବିବାର