Browsing Tag

bank holidays

ଏପ୍ରିଲରେ ୧୪ ଦିନ ବ୍ୟାଙ୍କ ବନ୍ଦ, ଜାଣିରଖନ୍ତୁ ଛୁଟି ତାଲିକା

ନୂଆ ଆର୍ଥିକ ବର୍ଷ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେଉଛି । ରିଜର୍ଭ ବ୍ୟାଙ୍କ ପ୍ରତି ମାସ ଭଳି ଏପ୍ରିଲ ମାସର ବ୍ୟାଙ୍କ ତାଲିକା ପ୍ରକାଶ କରିଛି । ପ୍ରତ୍ୟେକ ମାସ ଭଳି ଏପ୍ରିଲ ମାସରେ ମଧ୍ୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣଙ୍କ ବ୍ୟାଙ୍କ କାମ ଥିଲେ ତୁରନ୍ତ ଆପଣ କାମ ସାରିଦିଅନ୍ତୁ । ଦେଶର…

ବ୍ୟାଙ୍କ କାମ ଥିଲେ ତୁରନ୍ତ ସାରିଦିଅନ୍ତୁ, ମାର୍ଚ୍ଚରେ ୧୪ ଦିନ ବ୍ୟାଙ୍କ ବନ୍ଦ

ଫେବୃଆରୀ ମାସ ଶେଷ ଦିନ ଆଜି । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି ବିଶେଷ କାମ ରହିଛି, ତେବେ ତୁରନ୍ତ କାମ ସାରି ଦିଅନ୍ତୁ । ଫେବୃଆରୀ ମାସ ଶେଷ ହୋଇଗଲାଣି । ଆଉ ମାତ୍ର ଗୋଟିଏ ଦିନ । ଏହାପରେ ମାର୍ଚ୍ଚ ମାସ ଆରମ୍ଭ ହୋଇଯିବ । ଏହି ମାସରେ ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ରହିବ ।…

ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ରାଞ୍ଚ ଯିବା ପୂର୍ବରୁ ଜାଣିରଖନ୍ତୁ ଛୁଟି ଦିନ

ଆଉ କିଛି ସମୟ ମଧ୍ୟରେ ସରିଯିବ ୨୦୨୩ ବର୍ଷ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି । ତେବେ ଜାନୁଆରୀ ୨୦୨୪ରେ ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଶନିବାର ଓ ରବିବାର ଛଡା ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣଙ୍କର ଯଦି ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ…

ଡିସେମ୍ବରରେ ୧୮ ଦିନ ବ୍ୟାଙ୍କ ବନ୍ଦ, ରାଜ୍ୟ ହିସାବରେ ଛୁଟି ରହିବ ବ୍ୟାଙ୍କ

ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି । ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କ କିଛିଦିନ ବନ୍ଦ ରହିବ । ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି, ତେବେ ପୂର୍ବରୁ ଛୁଟି ତାଲିକା ଜାଣିବା ଜରୁରୀ । ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ସାମ୍ନା ନ କରିବାକୁ ପଡେ, ତାହା…

ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ, ଜଲଦି ସାରନ୍ତୁ ବ୍ୟାଙ୍କ କାମ

ନଭେମ୍ବର ମାସ ଆରମ୍ଭ ହୋଇଯାଇଛି । ଆଉ ଯଦି ଆପଣଙ୍କର ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ନଭେମ୍ବରରେ ଦୀପାବଳି, ଛଟ୍‌ ସମେତ ଅନେକ ପର୍ବ ରହିଥିବା ବେଳେ ବ୍ୟାଙ୍କ କିଛିଦିନ ବନ୍ଦ ରହିବ । ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ…

ଫଟାଫଟ ସାରିଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ ୧୬ ଦିନ ବ୍ୟାଙ୍କ ଛୁଟି

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି ବିଶେଷ କାମ ରହିଛି, ତେବେ ତୁରନ୍ତ କାମ ସାରି ଦିଅନ୍ତୁ । ସେପ୍ଟେମ୍ବର ମାସ ଶେଷ ହେବା ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏହାପରେ ଅକ୍ଟୋବର ମାସ ଆରମ୍ଭ ହୋଇଯିବ । ଏହି ମାସରେ ଅନେକ…

ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଦେଖିନିଅନ୍ତୁ ଛୁଟି ତାଲିକା

ଅଗଷ୍ଟ ମାସ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି । ଅଗଷ୍ଟ ପରେ ସେପ୍ଟେମ୍ବର ମାସ ଆରମ୍ଭ ହେବ । ସେପ୍ଟେମ୍ବର ୨୦୨୩ରେ ବ୍ୟାଙ୍କ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସହିତ ୧୬ ଦିନ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ସ ମୁତାବକ, ରାଜ୍ୟର ସ୍ପେଶାଲ ଛୁଟି ସହିତ ସମସ୍ତ…

ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ, ବ୍ୟାଙ୍କ ଯିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ

ଜୁନ୍‌ ମାସ ଶେଷ ହୋଇଛି । ଜୁଲାଇ ମାସ ଆରମ୍ଭ ହୋଇଛି । ଯଦି ଆପଣଙ୍କ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ତୁରନ୍ତ ଏହାକୁ ସାରିଦିଅନ୍ତୁ । ପ୍ରତି ମାସ ଭଳି ଜୁଲାଇ ମାସରେ ମଧ୍ୟ ବ୍ୟାଙ୍କ ଛୁଟି ରହିଛି । ଆରବିଆଇ ମୁତାବକ, ଜୁଲାଇରେ ମଧ୍ୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । କିଛି…

ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ଛୁଟି, ବ୍ରାଞ୍ଚକୁ ଯିବା ପୂର୍ବରୁ ଦେଖିଦିଅନ୍ତୁ ଛୁଟି ତାଲିକା

ଆଉ ଦିନ କେଇଟା ପରେ ସରିଯିବ ମାର୍ଚ୍ଚ ମାସ । ତେଣୁ ଏପ୍ରିଲ ମାସ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଛୁଟି ତାଲିକା ପ୍ରକାଶ କରିଛି । ଯଦି ଆପଣଙ୍କର ଏପ୍ରିଲ ମାସରେ ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ଆପଣ ବ୍ୟାଙ୍କ ଯିବା ଆଗରୁ ଛୁଟି ତାଲିକା ଜାଣି ରଖିବା ଜରୁରୀ । ଆରବିଆଇ ଜାରି…

ବ୍ୟାଙ୍କ ଗ୍ରାହକ ଧ୍ୟାନ ଦିଅନ୍ତୁ, ଖୁବଶୀଘ୍ର ବଦଳୁଛି ବ୍ୟାଙ୍କ ଖୋଲିବା ବନ୍ଦ ହେବା ସମୟ

ଆପଣ ଯଦି ନିଜେ ଜଣେ ବ୍ୟାଙ୍କ କର୍ମଚାରୀ କିମ୍ବା ଆପଣଙ୍କ ପରିବାରରେ କେହି ବ୍ୟାଙ୍କ କର୍ମଚାରୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। କାରଣ ଖୁବ ଶୀଘ୍ର ବ୍ୟାଙ୍କ କର୍ମଚାରୀଙ୍କ ଦୀର୍ଘ ଦିନର ଦାବି ବର୍ତ୍ତମାନ ପୂରଣ ହେବାକୁ ଯାଉଛି । ଏହି ଅନୁଯାୟୀ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ…

ଆଜିଠୁ ଲାଗୁ ହେଲା ପୁଣି ୫ଟି ନୂଆ ନିୟମ, ଯାହା ମାସିକ ବଜେଟରେ ପକାଇବ ବଡ଼ ପ୍ରଭାବ

୧ ମାର୍ଚ୍ଚ ୨୦୨୩ ମାନେ ଆଜିଠାରୁ ବଦଳିବ ନିୟମ। ଯାହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଆଜିଠାରୁ ଲାଗୁ ହୋଇଥିବା ନୂଆ ନିୟମ ଅନ୍ତର୍ଗତ ଲୋକଙ୍କ ମାସିକ ବଜେଟ ଉପରେ ବଡ଼ ପ୍ରଭାବ ପଡ଼ିବ। ମାର୍ଚ୍ଚ ମାସ ଆରମ୍ଭ ରୁ ଅନେକ ବଡ଼ ବଡ଼ କ୍ଷେତ୍ରରେ ନିୟମ ପରିବର୍ତ୍ତନ ହେବ। ଏଥିରେ ସୋସିଆଲ…

ମାର୍ଚ୍ଚ ମାସ ଆରମ୍ଭ; ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରନ୍ତୁ ନିଜ କାମ

ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ମାସରେ ଦୋଳ ଓ ହୋଲି ପଡୁଥିବାରୁ ବିଭିନ୍ନ ସମୟରେ ବ୍ୟାଙ୍କ ବନ୍ଦ ରହିଛି। ଯଦି ଆପଣଙ୍କର ବ୍ୟାଙ୍କ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ଦୋଳ ଓ ହୋଲି ଯୋଗୁଁ ବ୍ୟାଙ୍କ ଛୁଟି ରହିବ। ଯଦି ଆପଣଙ୍କର ମାର୍ଚ୍ଚ ୧୦ ତାରିଖ ପୂର୍ବରୁ କିଛି ଜରୁରୀ…