Below header
Browsing Tag

bank holidays

ମାର୍ଚ୍ଚ ମାସ ଆରମ୍ଭ; ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରନ୍ତୁ ନିଜ କାମ

ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ମାସରେ ଦୋଳ ଓ ହୋଲି ପଡୁଥିବାରୁ ବିଭିନ୍ନ ସମୟରେ ବ୍ୟାଙ୍କ ବନ୍ଦ ରହିଛି। ଯଦି ଆପଣଙ୍କର ବ୍ୟାଙ୍କ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ଦୋଳ ଓ ହୋଲି ଯୋଗୁଁ ବ୍ୟାଙ୍କ ଛୁଟି ରହିବ। ଯଦି ଆପଣଙ୍କର ମାର୍ଚ୍ଚ ୧୦ ତାରିଖ ପୂର୍ବରୁ କିଛି ଜରୁରୀ…

ଜାନୁଆରୀ ୨୦୨୩ରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଆରବିଆଇ ଜାରି କଲା ଛୁଟି ତାଲିକା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ୨୦୨୩ ଜାନୁଆରୀ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ପ୍ରତ୍ୟେକ ମାସ ପାଇଁ ପୂର୍ବରୁ ଛୁଟି ତାଲିକା ପ୍ରକାଶ କରିଥାଏ ଆରବିଆଇ। ତେବେ ଜାନୁଆରୀ ୨୦୨୩ରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଆପଣଙ୍କର ବ୍ୟାଙ୍କଜନିତ କାମ ଥିଲେ ତାଲିକା ଦେଖି ଘରୁ…

୨୦୨୩ରେ ମାଡ଼ ଖାଇବ ସରକାରୀ ଚାକିରିଆଙ୍କ ୭ଟି ଛୁଟି, ନଜର ପକାନ୍ତୁ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର…

ଭୁବନେଶ୍ବର(କେନ୍ୟୁଜ୍): ଦେଖୁ ଦେଖୁ ହେଇଗଲା ନଭେମ୍ବର। ଆର ମାସକୁ ସରିବ ବର୍ଷ। ତାପରେ ଆସିବ ନୂଆ ବର୍ଷ। ତେବେ ଏହି ପରିପେକ୍ଷୀରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।  ଯେଉଁଥିରେ ନୂଆ ବର୍ଷ ୨୦୨୩ରେ ଥିବା ଛୁଟି ବିଷୟରେ ତଥ୍ଯ…

ସାଧାରଣ ଜନତା ଧ୍ୟାନ ଦିଅନ୍ତୁ, ଜରୁରୀ କାମ ଥିଲେ ପୂର୍ବରୁ ସାରିଦିଅନ୍ତୁ; ନଭେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ

ଚଳିତବର୍ଷରେ ଅକ୍ଟୋବର ମାସ ଆଉ ଦୁଇ ଦିନ ପରେ ସରିଯିବ। ଅକ୍ଟୋବର ମାସ ପରେ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ମାସରେ ସବୁମାସ ପରି କିଛିଦିନ ବ୍ୟାଙ୍କ ବନ୍ଦ ରହିବ। ଆଉ ଯଦି ଆପଣଙ୍କର ବ୍ୟାଙ୍କ ଜଡିତ ଅଧିକ କାମ ଥାଏ, ତେବେ ପୂର୍ବରୁ ସାରିଦେବା ଜରୁରୀ। ଅକ୍ଟୋବର ଭଳି ନଭେମ୍ବର ମାସରେ ୧୦ ଦିନ…

ଆଜି ହିଁ ସାରିଦିଅନ୍ତୁ ଜରୁରୀ କାମ, କାଲିଠାରୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଯଦି ଆପଣଙ୍କର ବ୍ୟାଙ୍କରେ ଜରୁରୀ କାମ ଅଛି, ତେବେ ଆଜି ତୁରନ୍ତ ସାରିଦିଅନ୍ତୁ। ଜଲଦି ଯାଇ ଆଜି ବ୍ୟାଙ୍କ କାମ ତୁଟାଇ ଦିଅନ୍ତୁ। ଯଦି ଆପଣ ଆଜି ନ ଯାଆନ୍ତି, ତେବେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଯାଇପାରିବେ ନାହିଁ। ଆସନ୍ତା ୬ ଦିନ ବନ୍ଦ ରହିବ ବ୍ୟାଙ୍କ । ଧନତେରସ, ଦୀପାବଳି, ଭାଇଦୁଜ ଯୋଗୁଁ…

ଅକ୍ଟୋବର ମାସରେ ମୋଟ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ! ବ୍ରାଞ୍ଚ ଯିବା ଆଗରୁ ଜାଣି ନିଅନ୍ତୁ ପୂରା ତାଲିକା

ଆଉ କିଛି ଦିନ ପରେ ଅକ୍ଟୋବର ମାସ ଆରମ୍ଭ ହୋଇଯିବ। ଯଦି ଆପଣ ଅକ୍ଟୋବର ମାସରେ ବ୍ୟାଙ୍କ ସହ ଜଡିତ କୌଣସି କାର୍ଯ୍ୟ କରିବାକୁ ଯାଉଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅକ୍ଟୋବର ମାସର ଛୁଟି ତାଲିକା ଜାରି କରି ଦେଇଛି। ଏହି ତାଲିକା…

ସେପ୍ଟେମ୍ବରରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଜାଣିନିଅନ୍ତୁ ଛୁଟି

ଆଉ ମାତ୍ର ୪ ଦିନରେ ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଗଣେଶ ଚତୁର୍ଥୀ ପରଦିନରୁ ସେପ୍ଟେମ୍ବର ମାସ ଆରମ୍ଭ ହେଉଛି। ତେବେ ଏହି ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି କାମ କରିବାର ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଜରୁରୀ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ…

ଏଥରକ ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠୁ ହିଁ ନୋଟ୍‌ କରି ନିଅନ୍ତୁ ଛୁଟି ତାଲିକା

ଆସୁଛି ଅଗଷ୍ଟ ମାସ। ଯଦି ଅଗଷ୍ଟ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ କରିବାର ଅଛି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଅଗଷ୍ଟ ୨୦୨୨ର ଛୁଟି ତାଲିକା ଜାରି କରାଯାଇଛି। ଏହି ତାଲିକା ଅନୁସାରେ, ଅଗଷ୍ଟରେ ମୋଟ୍‌ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ।…

ଜୁଲାଇରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଦେଖିନିଅନ୍ତୁ ଛୁଟି ତାଲିକା

ଆଉ ମାତ୍ର ୪ ଦିନ ପରେ ଜୁନ୍‌ ମାସ ସରିବାକୁ ଯାଉଛି। ତେଣୁ ଆଗାମୀ ଜୁଲାଇ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି ଆରବିଆଇ। ଜୁଲାଇ ମାସରେ ପାଖାପାଖି ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଜୁଲାଇରେ ରଥଯତ୍ରା, ବକ୍ରି ଇଦ୍‌ ସହିତ ବିଭିନ୍ନ ପ୍ରକାର ପୂଜା ପଡୁଛି। ଦ୍ୱିତୀୟ, ଚତୁର୍ଥ ଶନିବାର…

ଜୁନ୍‌ ଶେଷ ସପ୍ତାହରେ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ! ଏବେଠୁ ସାରି ଦିଅନ୍ତୁ ଜରୁରୀ କାମ…

ଯଦି ଆପଣ ଜୁନ୍‌ ଶେଷ ସପ୍ତାହରେ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ସାରିବାକୁ ଯୋଜନା କରୁଛନ୍ତି, ତ ଏହି ଖବର ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। କାହିଁକି ନା, ଜୁନ୍ ମାସର ଶେଷ ସପ୍ତାହରେ ବ୍ୟାଙ୍କଗୁଡିକ ଲଗାତାର ତିନି ଦିନ ପାଇଁ ବନ୍ଦ ହେବାକୁ ଯାଉଛି। ଯଦି ଆପଣ ଏବେଠାରୁ ଯୋଜନା…

ଜୁନ୍‌ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରି ଦିଅନ୍ତୁ ସବୁ ଜରୁରୀ କାମ

ଆରମ୍ଭ ହୋଇଛି ଜୁନ୍‌ ମାସ। ଏହି ମାସରେ ଅନେକ ସରକାରୀ ଛୁଟି ପଡ଼ୁଛି। ଫଳରେ ଗ୍ରାହକଙ୍କ କାମ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ଦେଶର ବିଭିନ୍ନ ସ୍ଥାନରେ ଚଳିତ ମାସରେ ମୋଟ୍‌ ୮ ଦିନ ବ୍ୟାଙ୍କ କାମ ବନ୍ଦ ରହିବ। ଏଥିରେ ରବିବାର ଏବଂ ଦ୍ୱିତୀୟ- ଚତୁର୍ଥ ଶନିବାରର ଛୁଟି ବି ରହିଛି। କିନ୍ତୁ…

କାଲିଠାରୁ ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ; ୧୭ ତାରିଖରେ କରି ପାରିବେ ଜରୁରୀ କାମ

ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କାମ ପାଇଁ ବ୍ୟାଙ୍କ ଶାଖା ଯିବାର ଅଛି, ତ ଆପଣଙ୍କ ପାଇଁ ଜରୁରୀ ଖବର। କାଲିଠାରୁ ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ରହିଛି। ଏମିତିରେ ଆପଣଙ୍କ ବ୍ୟାଙ୍କ ଯିବା ବ୍ୟର୍ଥ ହୋଇପାରେ। ତେଣୁ ଯିବା ପୂର୍ବରୁ ଜାଣି ନିଅନ୍ତୁ କ’ଣ ପାଇଁ ବ୍ୟାଙ୍କ ବନ୍ଦ ରହୁଛି। ମେ’ ମାସରେ…