Below header
Browsing Tag

Marriage rejected

ସୀମା ଟପିଲେ ଭାଇ-ଭଉଣୀ, ପରସ୍ପର ବିବାହ କରିବାକୁ ନେଇଥିବା ନିଷ୍ପତ୍ତିକୁ ଘର ଲୋକ ନମାନିବାରୁ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ: ଜଣେ ନାବାଳିକା ନିଜର ୨୧ ବର୍ଷିୟ ସମ୍ପକୀୟ ଭାଇକୁ ଭଲ ପାଉଥିଲା। ଉଭୟ ପରସ୍ପରଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ କିନ୍ତୁ ପରିବାର ଲୋକେ ତାଙ୍କର ଏହି ସମ୍ପର୍କକୁ ମନା କରିଦେବାରୁ ଉଭୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ଗତ ସୋମବାର ଦିନ ଦିଲ୍ଲୀରେ ଘଟିଯାଇଛି।…