Below header
Browsing Tag

Massive Fire Breaks Out At Delhi Slum

ଦିଲ୍ଲୀର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ପୋଡ଼ିଗଲା ଶତାଧିକ ଘର

ନୂଆଦିଲ୍ଲୀ : ଗୁରୁବାର ରାତିରେ ଦିଲ୍ଲୀର ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶତାଧିକ ଘର ପୋଡ଼ିଯାଇଛି । ୪୫ରୁ ଅଧିକ ଅଗ୍ନିଶମ ବାହିନୀ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡରେ ଏଯାଏ କୈାଣସି ମୃତାହତ ସମ୍ପର୍କରେ ଖବର ମିଳିନଥିବା ଜଣାଯାଇଛି ।…