ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା ମାମଲାରେ: ୫ ଗିରଫ, ଏବେ ବି ମାଷ୍ଟର ମାଇଣ୍ଡ ସମେତ ୫ ଫେରାର
ଭୁବନେଶ୍ବର: ଭୁବନେଶ୍ବର ରସୁଲଗଡ଼ ଫ୍ଲାଏ ଓଭରରେ ଯୁବକଙ୍କୁ ବୀଭତ୍ସ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡକୁ ଧରିବାକୁ ତନାଘନା । ଏବେ ବି ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଫେରାର ଅଛନ୍ତି । ମାଷ୍ଟରମାଇଣ୍ଡ ସୁଶାନ୍ତ ନାୟକ ଓ ଅନ୍ୟ ମାନଙ୍କୁ ଧରିବାକୁ ପୋଲିସର ୩ଟି ସ୍ବତନ୍ତ୍ର ଟିମ୍ ଲାଗିଛି । ମୁଖ୍ୟ…