ଫଟାଫଟ୍ ବନାନ୍ତୁ ହେଲଦି ଏବଂ ଚଟପଟା କାବୁଲି ଚଣା ଚାଟ୍, ସ୍ୱାଦ ପୂରା ଲାଜବାବ୍
ଚାଟ ନାଁ ଶୁଣିଲେ ମୁହଁରେ ପାଣି ଆସିଯାଏ। ଆପଣ ଅନେକ ପ୍ରକାର ଚାଟ ଖାଇଥିବେ ଯେମିତିକି ଆଳୁ ଚାଟ, ସିଙ୍ଗଡା ଚାଟ, ଖାସ୍ତା ଚାଟ, ଚଣା ଚାଟ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ଚାଟ ରେସିପି ନେଇ ଆସିଛୁ ଯାହାକୁ ଖାଇବା ପରେ ଆପଣ ତାର ସ୍ୱାଦକୁ ଭୁଲିପାରିବେନାହିଁ। ପୁରୀ ପ୍ରସିଦ୍ଧ ମଟର ପାଣି…