Browsing Tag

Matric and +2 exam results

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର : ଆଜି ସକାଳ ସାଢେ ୧୦ରେ ମାଟ୍ରିକ ଓ ଅପରାହ୍ନରେ ବାହାରିବ +୨ ରେଜଲ୍ଟ

କଟକ (କେନ୍ୟୁଜ): ଆଜି ମାଟ୍ରିକ ରେଜଲ୍ଟ । ସକାଳ ସାଢେ ୧୦ ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ସକାଳ ୯ଟା ୩୦ ରେ ବୋର୍ଡ ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶ ପାଇବ। ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରୁ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର…

ମେ’ ଶେଷ ଆଡକୁ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଓ +୨ ପରୀକ୍ଷା ଫଳ ! ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

(କେନ୍ୟୁଜ): ମେ' ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ଫଳ । ସେହିପରି ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଖୁବ ଶୀଘ୍ର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ…