Browsing Tag

MBBS course

ଛତିଶଗଡ: ଏବେ ହିନ୍ଦୀରେ ଏମବିବିଏସ ପାଠ ପଢିବେ ପିଲା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ ଏବଂ ବିହାର ପରେ ଏବେ ଛତିଶଗଡରେ ମଧ୍ୟ ହିନ୍ଦୀରେ ପଢାଯିବ ଏମବିବିଏସ । ମୁଖ୍ୟମନ୍ତ୍ରୀ ବିଷ୍ନୁଦେବ ସାଏ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏମବିବିଏସ ପାଠପଢା ଏବେ ହିନ୍ଦୀରେ ହେବ । ଏହି ଘୋଷଣା ହିନ୍ଦୀ ଦିବସ ଅବସରରେ କରାଯାଇଛି । ହିନ୍ଦୀ…

ଓଡିଆରେ ଡାକ୍ତରୀ ବହି ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର: ଓଡିଆ ଡାକ୍ତରୀ ପିଲାଙ୍କ ପାଇଁ ଆସିଛି ଖୁସି ଖବର । ଏଥର ଡାକ୍ତରୀ ପାଠ ପଢି ପାରିବେ ନିଜ ମାତୃଭାଷାରେ । ଯାହାଦ୍ୱାରା ବହୁ ଡାକ୍ତରୀ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପିଲା ହେବେ ଉପକୃତ । ସେମାନଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ରୋଗୀଙ୍କୁ ମଧ୍ୟ ଉନ୍ନତମାନର…

ଏବେ ହିନ୍ଦୀରେ ହେବ ଡାକ୍ତରୀ ପାଠପଢ଼ା! MBBS ପାଠ୍ୟକ୍ରମର ହିନ୍ଦୀ ପୁସ୍ତକ ଉନ୍ମୋଚିତ; ୯୭ ଜଣିଆ ଡାକ୍ତର ଟିମ୍‌…

ମଧ୍ୟ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠି ଏମ୍‌ବିବିଏସ୍‌ ପାଠ୍ୟକ୍ରମ ହିନ୍ଦୀ ଭାଷାରେ ପଢ଼ାଯିବ। ଏଥି ସହିତ ୟୁକ୍ରେନ, ରୁଷ୍‌, ଜାପାନ, ଚୀନ, କିର୍ଗିଜସ୍ତାନ ଓ ଫିଲିପାଇନ୍ସ ଭଳି ଦେଶ ତାଲିକାରେ ଭାରତ ସାମିଲ ହୋଇଯାଇଛି, ଯେଉଁଠାରେ ମେଡିକାଲ ପାଠପଢ଼ା ମାତୃ ଭାଷାରେ ହେବ।…

ଆସନ୍ତା ଶିକ୍ଷାବର୍ଷରୁ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ଆରମ୍ଭ ହେବ ଏମବିବିଏସ୍‌ ପାଠ୍ୟକ୍ରମ

ପୁରୀ(କେନ୍ଯୁଜ୍): ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ଆରମ୍ଭ ହେବ ଏମବିବିଏସ୍‌ ପାଠ୍ୟକ୍ରମ । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଶିକ୍ଷାଦାନ । ଜାତୀୟ ଭେଷଜ ପରିଷଦ ୧୦୦ ଏମବିବିଏସ୍‌ ଆସନରେ ନାମ ଲେଖାଇବା ଅନୁମୋଦନ ପ୍ରଦାନ କରିଛି । ଏନଏମସି ଅନୁମୋଦନ ଦେବା ପରେ ଆସନ୍ତା ଶିକ୍ଷାବର୍ଷରୁ…