Below header
Browsing Tag

mbbs student dead body found

ମହାନଦୀ ପଠାରୁ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ (କେନ୍ୟୁଜ୍‌) : କଟକ ସିଡିଏ ନିକଟରେ ଥିବା ମହାନଦୀ ଫାଶୀଦିଆ ନଦୀପଠାରୁ ଏସ୍‌ସିବିର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଡାକ୍ତରଙ୍କ ନାଁ ଜଗମୋହନ ସେଠୀ । ସେ ଏସ୍‌ସିବି ସର୍ଜରୀ ବିଭାଗ ପିଜି ଶେଷ ବର୍ଷର ଛାତ୍ର। ସିଡିଏ ଫେଜ-୨ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…