ପ୍ରଥମ ଭୁବନେଶ୍ୱର ମିଡିଆ ବ୍ୟାଡ୍ମିଣ୍ଟନ୍ କପ୍, ଲେଲିନ ଓ ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ
ଭୁବନେଶ୍ୱର (କେ ନ୍ୟୁଜ୍) : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେଲିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ଏହି ଯୋଡ଼ି ୨-୦ ସେଟରେ ସି.ଏସ ବାବୁ ଓ ପି.କେ ପାତ୍ରଙ୍କୁ…