Browsing Tag

menu

ଶେଷରେ ବାର୍ ମେନୁରୁ ହଟିଲା ଟଙ୍କ ତୋରାଣୀ, କ୍ଷମା ମାଗିଲେ ମାଲିକ

ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁର କୋରାମଙ୍ଗଳା ଠାରେ ଥିବା କୋରି ମଙ୍ଗଳା ବାରରେ ଥିବା ମେନୁରେ ବିଦେଶୀ ମଦ ସହିତ ଟଙ୍କ ତୋରାଣୀ, ମେନୁରେ ରଖିବା ପରେ ସୃଷ୍ଟି ହୋଇଥିଲା ବିବାଦ । ଯାହା ଓଡିଶା ଓ ଓଡ଼ିଆଙ୍କୁ କଠୋର ଆଘାତ ଦେଇଥିଲା । ଯାହାକି ଜଗନ୍ନାଥ ପ୍ରେମୀକୁ କଷ୍ଟ ଦେଇଥିଲା ।…