Facebook Messengerରେ ଆସିଲା ବଢ଼ିଆ ଫିଚର, ମେସେଜର ସ୍କ୍ରୀନସଟ୍ ନେଲେ ମିଳିବ ଆଲର୍ଟ
ଫେସବୁକ୍ ମେସେଞ୍ଜର ନିକଟରେ ଅନେକ ଫିଚର୍ସକୁ ଜାରି କରିଥିଲା। ଏଥିରେ ଫେସବୁକ ମେସେଞ୍ଜରକୁ ଆଣ୍ଡ-ଟୁ-ଆଣ୍ଡ ଏନକ୍ରିପଟେଡକୁ ମଧ୍ୟ ସପୋର୍ଟ ଦିଆଯାଇଛି। ଏହାବ୍ୟତୀତ ଏଥିରେ ସ୍କ୍ରୀନସଟ ଡିଟେକସନ୍ ଫିଚର ମଧ୍ୟ ଜାରି କରାଯାଇଛି। ସ୍କ୍ରୀନସଟ୍ ଡିଟେକସନ୍ ଫିଚରର ଅପେକ୍ଷା ହ୍ଵାଟସଆପ ୟୁଜର୍ସ…