Browsing Tag

mewalal chaudhary death

JDU ବିଧାୟକ ମେୱାଲାଲ ଚୌଧୁରୀଙ୍କ ପରଲୋକ, କରୋନାରେ ସଂକ୍ରମିତ ହେବା ପରେ ହସପିଟାଲରେ ହୋଇଥିଲେ ଭର୍ତ୍ତି

କରୋନା ମହାମାରୀ ପୁଣି ଆତଙ୍କ ଦେଖାଇଲାଣି। ଅନେକ ଜୀବନ ନେଉଛି ମହାମାରୀ । ଏବେ ଏହି ଭାଇରସର ଶିକାର ହୋଇଛନ୍ତି ବିହାର ପାଟଣାର ଜେଡିୟୁ ବିଧାୟକ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ଡାକ୍ତର ମେୱାଲାଲ ଚୌଧୁରୀ। ୩ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । ପଜିଟିଭ ଚିହ୍ନଟ ହେବା ପରେ…