Below header
Browsing Tag

Mexico Accident

ଓଲଟିଲା ପ୍ରବାସୀ ମହିଳାଙ୍କୁ ନେଇ ଯାଉଥିବା ଟ୍ରକ, ୧୦ ମୃତ ଏବଂ ୨୫ ଆହତ

ମେକ୍ସିକୋ ଚିୟାପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩୫ ଜଣ ପ୍ରବାସୀ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଓଲଟି ପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ମେକ୍ସିକୋର ନ୍ୟାସନାଲ ମାଇଗ୍ରେସନ ଇନଷ୍ଟିଚ୍ୟୁଟ ବୟାନ ଜାରି କରିଛି । କ୍ୟୁବାରୁ…

ମେକ୍ସିକୋ ସିଟିରେ ଦୁଇ ମେଟ୍ରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୫୭ ଗୁରୁତର

ମେକ୍ସିକୋ ସିଟିରେ ମେଟ୍ରୋ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୭ ଲୋକ ଗୁରୁତର ଆହତ ହୋଇଛନ୍ତି । ମେକ୍ସିକୋ ସିଟିର ମେୟର କ୍ଲାଡିୟା ଶୀନବାମ ନିଜ ଟ୍ଵିଟର ଆକାଉଣ୍ଟରେ ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ରାଜଧାନୀର ମେଟ୍ରୋ ସିଷ୍ଟମ ଲାଇନ୍‌…

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪୯ ମୃତ, ୫୮ ଆହତ

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା। ମେକ୍ସିକୋରେ ଗତରାତିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୯ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣା ଚିୟାପାସ୍‌ ରାଜ୍ୟରେ ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ଭୀଷଣ ଧକ୍କା ହେବା ପରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣାରେ ୪୯ ଲୋକ ପ୍ରାଣ ହରାଇଥିବା ବେଳେ ୫୮ ଲୋକ…