Below header
Browsing Tag

Mexico Road Accident

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪୯ ମୃତ, ୫୮ ଆହତ

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା। ମେକ୍ସିକୋରେ ଗତରାତିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୯ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣା ଚିୟାପାସ୍‌ ରାଜ୍ୟରେ ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ଭୀଷଣ ଧକ୍କା ହେବା ପରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣାରେ ୪୯ ଲୋକ ପ୍ରାଣ ହରାଇଥିବା ବେଳେ ୫୮ ଲୋକ…

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟୋଲ୍‌ ଗେଟକୁ ଧକ୍କା ଦେଲା ଟ୍ରକ, ୧୯ ମୃତ

ମେକ୍ସିକୋରେ ଏକ ମାଲବାହୀ ଟ୍ରକ ଟୋଲଗେଟ୍‌ ଏବଂ ଅନ୍ୟ ୬ଟି ଗାଡିକୁ ଧକ୍କା ଦେବା ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଆଉ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମେକ୍ସିକୋର ଫେଡେରାଲ ରୋଡ୍ସ ଏବଂ ବ୍ରିଜ ସମ୍ବନ୍ଧୀୟ ସର୍ଭିସ ଏଜେନ୍ସୀ ବୟାନ ମୁତାବକ, ଶାମ୍ପୁ ପ୍ରସ୍ତୁତ ହେଉଥିବା…