Browsing Tag

miami beach

ସମୁଦ୍ରକୂଳରେ ଓଲଟା ପଡ଼ିଲା ଛୋଟ ବିମାନ, କିନ୍ତୁ ଏପରି ହେଲା ଚମତ୍କାର କି ବଞ୍ଚିଗଲେ ସବୁ ଯାତ୍ରୀ

ଯାହାକୁ ରଖନ୍ତି ଅନନ୍ତ, କିଏ କରିପାରନ୍ତି ବଳବନ୍ତ। ଆପଣ ଏହି ଢ଼ଗ ତ ନିଶ୍ଚିତ ଶୁଣିଥିବେ। କିନ୍ତୁ ନିକଟରେ ଏପରି ଘଟଣା ବାସ୍ତବତାରେ ଦେଖିବାକୁ ମିଳିଛି। ଫ୍ଳୋରିଡ଼ାରେ ମିୟାମିରେ ଏକ ଛୋଟ ବିମାନ ଦୁର୍ଘଟଣାଗସ୍ତ ହେବା ପରେ ମଧ୍ୟ ଯାତ୍ରୀ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥିଲେ। ଆଜ୍ଞା ହଁ,…