୫୦ରୁ ଅଧିକ ଏଡିଟୋରିଆଲ ଷ୍ଟାଫ୍ଙ୍କୁ ବିଦା କଲା ମାଇକ୍ରୋସଫ୍ଟ, କରୋନା ପ୍ରଭାବ ନୁହେଁ ତ!
କରୋନାର ପ୍ରଭାବ ଆଗଧାଡ଼ିର ଆଇଟି କମ୍ପାନୀ ମାଇକ୍ରୋସଫ୍ଟ ଉପରେ ମଧ୍ୟ ପଡ଼ିଛି। କମ୍ପାନୀ ନିଜ ନ୍ୟୁଜ୍ ବିଜ୍ନେସ୍ରେ କାର୍ଯ୍ୟରତ ୫୦ରୁ ଅଧିକ କର୍ମଚାରୀଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ଛଟେଇ କରୋନା ଭାଇରସ୍ ଯୋଗୁ ହୋଇନାହିଁ ବୋଲି କମ୍ପାନୀ ସଫେଇ ଦେଇଛି।…