Browsing Tag

mild earthquake in delhi-ncr

ଦିଲ୍ଲୀ-ଏନସିଆରରେ ଅନୁଭୂତ ହେଲା ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୭

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଅନୁଭୂତ ହୋଇଛି ଭୁକମ୍ପ ଝଟକା । ପୁନର୍ବାର ସୋମବାର ରାତିରେ ଭୂକମ୍ପର ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ଥିଲା । ହରିଆଣାର ଝାଜର ଇଲାକାରେ ଏହାର କେନ୍ଦ୍ରସ୍ଥଳ ରହିଥିବାର ସୂଚନା ମିଳିଛି । ତେବେ ଏହି ଭୂକମ୍ପରେ…