Browsing Tag

mini containment zone

ବାଙ୍କୀ ଗୋଳାଗଣ୍ଡ ପଞ୍ଚାୟତର ରଜୀବ ଗ୍ରାମକୁ ମିନି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତିନି ଦିନ ତଳେ ସୁବର୍ଣ୍ଣପୁର ପଞ୍ଚାୟତରେ ୧୭ ସଂକ୍ରମିତ ଚିହ୍ନଟ ହେବାପରେ ପଞ୍ଚାୟତର ଦୁଇଟି ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା । ଏବେ ଗୋଳାଗଣ୍ଡ ପଞ୍ଚାୟତର ରଜୀବ ଗ୍ରାମରେ ୧୨ ଜଣ…