Browsing Tag

ministerial meetings

ମନ୍ତ୍ରୀସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ମାସ ଶେଷ ସୁଦ୍ଧା କରାଯିବ ୩ ହଜାରେ କୋଭିଡ଼ ଟେଷ୍ଟ

ଭୁବନେଶ୍ବର : ମନ୍ତ୍ରୀସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମାସ ଶେଷ ସୁଦ୍ଧା ୩ ହଜାରେ କୋଭିଡ଼ ଟେଷ୍ଟ କରାଯିବ । ଏବେ ଦିନକୁ ୨ ହଜାର ଟେଷ୍ଟ କରାଯାଉଛି । ଆଉ ୧୦୦୦ ଟେଷ୍ଟ ବଢ଼ାଇବାକୁ ନିଷ୍ପତି ହୋଇଛି । ନୂଆ ଚାରି ମେଡିକାଲ କଲେଜରେ ଟେଷ୍ଟ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।…