Browsing Tag

minor chalan

ତାଳଚେର: ନାବାଳକ ଚଳାଉଥିଲେ ଗାଡ଼ି, କଟିଲା ୨୬ ହଜାର ଟଙ୍କାର ଫାଇନ

ତାଳଚେର(କେନ୍ୟୁଜ୍):  ସଚେତନତା ସତ୍ୱେ ସୁଧୁରୁ ନାହାନ୍ତି ଯୁବ ପୀଢ଼ି। ନାବାଳକ ଗାଡ଼ି ଚଳାଉଥିଲେ। ଫାଇନ କଟିଲା ୨୬ ହଜାର ଟଙ୍କା। ଘଟଣା ଘଟିଛି ପାଲଲହଡ଼ା ଝିମିରିପାଳି ନିକଟରେ। ପଡୋଶୀକୁ ଗାଡ଼ି ଦେଇ ଫସିଗଲେ ମାଲିକ। ପଡ଼ୋଶୀ ଘରର ନାବାଳ ଗାଡ଼ିକୁ ନେଇ ଝିମିରିପାଳି ଜାତୀୟ ରାଜପଥ ୧୪୯ରେ…