Browsing Tag

minor kidnap case

୩ମାସ ହେବାକୁ ବସିଲାଣି ୧୪ବର୍ଷର ଝିଅକୁ ଖୋଜି ଖୋଜି ପାଉନି ଏ ପରିବାର, ପୋଲିସ୍ ବି ନିରବ

ଭଦ୍ରକ:  ବାପାର କୋହ ଭରା କାନ୍ଦ ।  ହାତ ଯୋଡି ଗୁହାରି କରୁଛନ୍ତି । ଆଉ କହୁଛନ୍ତି ମୋ ଝିଅକୁ ଟିକେ ଖୋଜି ଆଣ । ୧୪ବର୍ଷର ଛୁଆଟା ମୋର । ହେଲେ ଏ ଆଜି କି କାଲିର କଥା ନୁହେଁ ଘଟଣାକୁ ୩ ମାସ ହେବାକୁ ବସିଲାଣି । ଝିଅକୁ ଖୋଜି ଖୋଜି ପାଉନାହାନ୍ତି ପରିବାର ଲୋକେ । ଏଭଳି ଏକ ଅଭାବନୀୟ…

ଦୁଇ ଦିନ ପରେ ବି ନୟାଗଡ଼ର ଅମ୍ରିତର ପତ୍ତା ମିଳୁନି, CBI ତଦନ୍ତ ପାଇଁ ଦାବି କଲେ ବାପା ମାଆ

ନୟାଗଡ଼(କେନ୍ୟୁଜ୍): କୁଆଡେ ଗଲେ ଅମ୍ରିତ? ଦୁଇ ଦିନ ପରେ ବି ନୟାଗଡ଼ ଓଡ଼ଗାଁ ଥାନା କୁରାଳ ଗାଁର ଅମ୍ରିତର ପତ୍ତା ମିଳୁନି। କୁରାଳ ଗାଁରୁ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାରେ ଦୁଇ ଦିନ ବିତି ଯାଇଥିଲେ ବି ପୋଲିସର ହାତ ଖାଲି । CBI ତଦନ୍ତ ପାଇଁ ଦାବି କରିଛନ୍ତି ଅମ୍ରିତର ବାପା…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଘରୁ ଅପହରଣ ଅଭିଯୋଗ, ଯୁବକକୁ ବାନ୍ଧିଲା ମୋହନା ପୋଲିସ୍

ମୋହନା: ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ । ଗଜପତି ମୋହନା ଥାନା କିଡାସିଂ ଗ୍ରାମର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଅଭିଯୁକ୍ତ ଯୁବକ ଗିରଫ । ଚନ୍ଦ୍ରଗିରି ନଡ଼ିଆ ସାହିର ଡମ୍ବୁରୁ ପାଇକକୁ ବାନ୍ଧିଛି ପୋଲିସ । ଗତ ୧୦ ତାରିଖରେ ଡମ୍ବୁରୁ ନାବାଳିକା ଛାତ୍ରୀଙ୍କୁ ବିବାହ…

ନିଜ ଅପହରଣ ଯୋଜନା ରଚିଥିଲା ୧୪ ବର୍ଷୀୟ ନାବାଳକ, ଘର ଲୋକଙ୍କ ଠାରୁ ଦାବି କରିଥିଲା ୧୦ ଲକ୍ଷ ଟଙ୍କା      

ବୁଧବାର ରାତିରେ ଚେନ୍ନାଇର ଏକ ପରିବାର ନିକଟକୁ ଏକ ଫୋନ କଲ ଆସିଥିଲା । ଫୋନରେ ଘର ଲୋକ ଜାଣିବାକୁ ପାଇଲେକି ୧୪ ବର୍ଷର ତାଙ୍କ ପୁଅକୁ କିଏ ଅପହରଣ କରିନେଇଛି । ଯଦି ପୁଅକୁ ଫେରିପାଇବାକୁ ଚାହୁଁଛନ୍ତି ତେବେ ୧୦ ଲକ୍ଷ ଟଙ୍କା ଫିରୋତି ବାବଦରେ ଦେବାକୁ ପଡିବ । ଫୋନ କଲ ରିସିଭ ପରେ ବାଳକଟିର…