ମଣିପୁର ସରକାରଙ୍କ ବଡ଼ ଘୋଷଣା, ଅଲିମ୍ପିକ୍ସରେ ରୌପ୍ଯ ଜିତିଥିବା ମୀରାବାଈ ଚାନୁଙ୍କୁ ମିଳିବ ୧ କୋଟି
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇ ଗୌରବାନ୍ବିତ କରିଛନ୍ତି ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ସମଗ୍ର ଦେଶ ସୋସିଆଲ ମିଡିଆ ଜରିଆରେ ଚାନୁଙ୍କ ବିଜୟ ପାଇଁ ଖୁସି ମନାଉଛି। ଏହାଛଡା ମଣିପୁର ମୁଖ୍ଯମନ୍ତ୍ରୀ ଏନ ବିରେନ ସିଂ ମୀରାବାଈଙ୍କ ସହିତ ସିଧାସଳଖ କଥା ହେଉଥିଲେ। ମୀରାବାଈ…