କାଳୀ ମାତାଙ୍କ ଏପରି ଚତ୍ମକାରୀ ମନ୍ଦିର, ଯେଉଁଠି ଆଜି ବି ଶୁଭୁଛି ମାତାଙ୍କ ପାଉଁଜିର ରୁଣୁଝୁଣୁ ଶବ୍ଦ
ଭାରତରେ ଅନେକ ମଠ ମନ୍ଦିରରେ ରହସ୍ୟ ଭରି ରହିଛି। ଯାହାକୁ ଏପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ସମାଧାନ କରିପାରିନାହାନ୍ତି। ଏପରି ଏକ ମନ୍ଦିର ମଧ୍ୟପ୍ରଦେଶର ଶାହାଡୋଲର ସିଂହପୁରରେ ରହିଛି। ଯେଉଁଠି ମାତାଙ୍କ ଅଦ୍ଭୁତ ଲୀଳା ଦେଖିବାକୁ ମିଳୁଛି। ଆଜି ବି ମନ୍ଦିରରେ ମାତାଙ୍କ ପାଉଁଜି ଶବ୍ଦ ଶୁଣିବାକୁ…