Browsing Tag

misbehaved allegation

ପୁଣି ଖାକିରେ ଦାଗ, ୪ ବର୍ଷର ନାବାଳିକାକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ

ପାରାଦୀପ (କେନ୍ୟୁଜ୍) : ପୁଣି ଖାକିରେ ଦାଗ। ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘରେ କେହି ନଥିବା ଅବସ୍ଥାରେ ନାବାଳିକାକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପାରାଦୀପ ତୈଳ ବିଶୋଧନାଗାରରେ ଥିବା CISF ବ୍ୟାରକରେ ରହୁଥିବା ଏମ୍‌.କାଣ୍ଡା ସ୍ୱାମୀଙ୍କୁ ଅଟକ…

ଓଡ଼ିଆ ଫିଲ୍ମ ‘ସୁନା ଚଢ଼ାଇ’ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର(କେନ୍ଯୁଜ୍) : ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଭିନେତ୍ରୀ । ଅଡିଓ ରିଲିଜ୍‌ ବେଳେ ଏମିତି ଘଟଣା ସାମନାକୁ ଆସିଛି । ଓଡ଼ିଆ ଫିଲ୍ମ ସୁନା ଚଢ଼ାଇର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ନାୟିକା ଏଲସା ଘୋଷ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ଗଣମାଧ୍ୟମ…