ଓଡ଼ିଆ ଫିଲ୍ମ ‘ସୁନା ଚଢ଼ାଇ’ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର(କେନ୍ଯୁଜ୍) : ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଭିନେତ୍ରୀ । ଅଡିଓ ରିଲିଜ୍‌ ବେଳେ ଏମିତି ଘଟଣା ସାମନାକୁ ଆସିଛି । ଓଡ଼ିଆ ଫିଲ୍ମ ସୁନା ଚଢ଼ାଇର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ନାୟିକା ଏଲସା ଘୋଷ ଅସଦାଚରଣ ଅଭିଯୋଗ ଆଣିଛନ୍ତି ।

aaaaa ଗଣମାଧ୍ୟମ ଆଗରେ ସେ ନିର୍ଦ୍ଦେଶକଙ୍କୁ ଗାଳି ଗୁଳଜ କରିବା ସହ ଅଡ଼ିଓ ରିଲିଜ କାର୍ଯ୍ଯକ୍ରମରୁ ବାହାରି ଯାଇଥିଲେ । ତେବେ ଏନେଇ ଥାନାରେ ଏପର୍ଯ୍ଯନ୍ତ କୌଣସି ଅଭିଯୋଗ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.