ଚୀନ୍ ସୀମା ଭିତରୁ ମିଳିଲା ଅରୁଣାଚଳ ପ୍ରଦେଶରୁ ହଜିଥିବା ଭାରତୀୟ ଯୁବକ, ଅପହରଣ କରାଯାଇଥିବା ନେଇ ସନ୍ଦେହ
ଚୀନ୍ ସୀମା ଭିତରୁ ମିଳିଲା ଅରୁଣାଚଳ ପ୍ରଦେଶରୁ ହଜିଥିବା ଭାରତୀୟ ଯୁବକ। ଚୀନ୍ ସେନା ପକ୍ଷରୁ ଭାରତୀୟ ଯବାନଙ୍କୁ ଏ ନେଇ ସୂଚନା ଦିଆଯାଇଛି। ଏହି ଯୁବକଙ୍କୁ ଭାରତକୁ ପଠାଇବା ପାଇଁ ଆବଶ୍ୟକୀୟ ଔପଚାରିକ ପ୍ରକିୟା ପୂରଣ ହେଉଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଅରୁଣାଚଳ ପ୍ରଦେଶର…