Browsing Tag

missing body found

ଦଶ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ପରକିୟା ପ୍ରୀତିରୁ ହତ୍ଯା କରାଯାଇଥିବା ସନ୍ଦେହ

ବ୍ରହ୍ମପୁର(କେନ୍ୟୁଜ): ଦଶ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିର ମୃତଦେହ । ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଦେଖାଳିରେ ଏଭଳି ଅଭାବନୀୟ ଘଟଣା । ଦେଖାଳି ଗାଁର କୃଷ୍ଣ ବେହେରାଙ୍କ ଗତ ୧୯ ତାରିଖରେ ନିଖୋଜ ହୋଇଯାଇଥିଲେ । ଥାନାରେ ଏନେଇ ଏତଲା ଦେଇଥିଲେ ପରିବାର ବର୍ଗ । ଏହା ପରେ ଛାନଭିନ…