Below header
Browsing Tag

missing body recovered

ଗୋଧସ ଜଳ ପ୍ରପାତକୁ ଡେଇଁ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା (କେନ୍ଯୁଜ୍): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳ ପ୍ରପାତରେ ଡେଇଁ ନିଖୋଜ ଥିବା ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ଉଭୟଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇ ଶବ ବ୍ଯବଛେଦ ପାଇଁ ପଠାଯାଇଛି। ମୃତକ ଦୁଇ ଜଣ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଥୁହାପାନି ଗାଁର ଧନିରାମ ଆଁଟି ଓ ଦେମତି…

ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ଯୁଜ୍): ବ୍ରାହ୍ମଣୀ ନଦୀରେ ଭାସିଯାଇ ନିଖୋଜ ଥିବା ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର। ଗଙ୍ଗାଧରପୁର ନିକଟ ଏକ ବାଉଁଶ ବୁଦା ମୂଳରୁ ମୃତଦେହ ୨ଟି ଉଦ୍ଧାର କରାଯାଇଛି। ଗତକାଲି ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପାଟ ନିକଟରେ ବନ୍ୟାଜଳରେ ଭାସିଯାଇଥିଲେ ବାପା ଏବଂ ପୁଅ । ଏଭଳି…