Browsing Tag

mission f

କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ, ଏଥିପାଇଁ ଫିକା ପଡିବ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂଜା ଛୁଟି

କଟକ(କେନ୍ୟୁଜ୍):  ମିଶନ ଏଫ ପାଇଁ ଫିକା ପଡିବ କଟକ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂଜା ଛୁଟି। କାରଣର କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ। ଅର୍ଥାତ ମିଶନ ଜିରୋ ଫେଲ୍‌ । ଦଶମ ଶ୍ରେଣୀରେ ପାଠ ପଢାଉଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ପୂଜା ଛୁଟି ବାତିଲ ହୋଇଛି। ତେବେ ସଂପୃକ୍ତ…