Browsing Tag

mittal

ନବୀନଙ୍କ ଷ୍ଟ୍ରାଟେଜିକୁ ପସନ୍ଦ କରୁଛନ୍ତି ବଡ଼ ବଡ଼ କମ୍ପାନୀ, ଓଡ଼ିଶାରେ ୫୦ ହଜାର କୋଟିର ନିବେଶ କରିବ ମିତ୍ତଲ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶାରେ ୫୦ ହଜାର କୋଟିର ନିବେଶ କରିବ ମିତ୍ତଲ। ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। କେନ୍ଦ୍ରାପଡ଼ାରେ ହେବ ୧୨ ମିଲିୟନ୍ ଟନ୍ ଇସ୍ପାତ କାରଖାନା। ଏନେଇ ଲୋକସେବା ଭବନରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…