ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣ ଶଗରିଆ, ଯିବେକି ବିଜେପି ?
ଭୁବନେଶ୍ବର(କେନ୍ଯୁଜ୍) : ବିଧାୟକ ପଦରୁ କୃଷ୍ଣ ଶଗରିଆଙ୍କ ଇସ୍ତଫା। କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣ ଶଗରିଆ ଇସ୍ତଫା ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି। ଆଉ କିଛି ସମୟ ପରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ଦେବେ। କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ପଦ…