ସମ୍ବଲପୁରରେ ବନ୍ଦ ରହିଛି ମୋ ବସ ସେବା, ବିଭିନ୍ନ ଦାବି ନେଇ ଆନ୍ଦୋଳନ କର୍ମଚାରୀ
ସମ୍ବଲପୁର : ସମ୍ବଲପୁର ସହରରେ ଆଜି ମୋ ବସ୍ ବନ୍ଦ କରାଯାଇଛି। ମୋ ବସ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ ବସ । ପ୍ରବଳ ଭିଡ଼ ହେଉଥିବାରୁ ଟିକଟେ କାଟିବାକୁ ଅସୁବିଧା ସହ ଅନେକ ସମସ୍ୟାର ସମାଧାନ ପାଇଁ ବନ୍ଦ ରହିଛି ଆଜି ମୋ ବସ ।
ମୋ ବସରେ କାର୍ଯ୍ୟ କରୁଥିବା କଣ୍ଡକ୍ଟର ବା…