ମୁଖ୍ୟମନ୍ତ୍ରୀଙ୍କ ମୋ ସରକାରର ସମୀକ୍ଷା,ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚିବାକୁ ଦେଲେ ପରାମର୍ଶ
କେନ୍ୟୁଜ୍(ବ୍ୟୁରୋ): ମୋ ସରକାର ଜରିଆରେ ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ନିୟମିତ ତଦାରଖ କରିବାକୁ ଦେଲେ ନିର୍ଦ୍ଦେଶ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାରର କରିଥିଲେ ସମୀକ୍ଷା। ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ମୋ…