Below header
Browsing Tag

mob danced

ଜଙ୍ଗଲ ମଝିରେ ଗୀତର ତାଳେ ତାଳେ ଝୁମିଲେ ମାଓବାଦୀ; ଭାଇରାଲ ହେଲା ଭିଡ଼ିଓ

ମାଲକାନଗିରି (କେନ୍ୟୁଜ): ବର୍ଷା ୠତୁରେ ପ୍ରକୃତିର ଅପୂର୍ବ ସୁନ୍ଦର ଦୃଶ୍ୟ ମଧ୍ୟରେ ନାଚଗୀତରେ ମସଗୁଲ ହେଲେ ମାଓବାଦୀ । ହାତରେ ହାତକୁ ଛନ୍ଦି ବନ୍ଧୁକ ଧରି ଝୁମିଲେ ନକ୍ସଲ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ବସ୍ତର ଜିଲ୍ଲାରେ।…