Below header
Browsing Tag

mobile missing

ପାଣିରେ ପଡିଗଲା ଦାମୀ ମୋବାଇଲ ଫୋନ, ଖୋଜିବା ପାଇଁ ଖାଲି କରିଦେଲେ ପୁରା ଡ୍ୟାମ୍‌

ମାଲକାନଗିରି(କେନ୍ୟୁଜ୍):  ଛତିଶଗଡ଼ରେ ଅଜବ ଦୃଶ୍ୟ । ମୋବାଇଲ ପାଇଁ ଖାଲି କରିଦେଲେ ପୁରା ଡ୍ୟାମ୍‌ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଘଟିଛି ଏଭଳି ଘଟଣା । ପାଣିରେ ପଡ଼ିଥିବା ଦାମୀ ଫୋନକୁ ବାହାର କରିବା ପାଇଁ ଜିଲ୍ଲାର ଖାଦ୍ୟ ନିରୀକ୍ଷକ ୨୧ ଲକ୍ଷ ଲିଟର ପାଣି ନଷ୍ଟ…