Browsing Tag

MODI’S TWIT; Thank you Shinzo Abe

ଭବ୍ୟ ଆତିଥ୍ୟ ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ ମୋତେ ଚପଷ୍ଟିକରେ ଖାଇବା ଶିଖାଇଛନ୍ତି

ନୂଆଦିଲ୍ଳୀ : ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଜାପାନ ଗସ୍ତରେ ଯାଇ ଫେରି ସାରିଛନ୍ତି । ତେବେ ତାଙ୍କର ଏହି ଜାପାନ ଗସ୍ତ ବେଶ୍ ସ୍ମରଣୀୟ ହୋଇଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଆତିଥ୍ୟରେ ସେ ଏତେ ଖୁସି ଯେ ଭାରତ ଫେରିବା ପରେ ଟ୍ବିଟ୍ କରି ତାଙ୍କୁ…