Below header
Browsing Tag

mohana police

ଥାନା ବାବୁଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧକରି ମୋହନାରେ ଆଦିବାସୀ ମେଳି: ପ୍ରତିଶୃତି ପରେ ଶାନ୍ତ ପଡିଲେ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନାରେ ଆଦିବାସୀଙ୍କ ବିରାଟ ପ୍ରତିବାଦ ଶୋଭାଯାତ୍ରା । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ମୋହନା ଆଦିବାସୀ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ମୋହନା ଥାନା ଘେରାଉ କରାଯାଇଛି। ୨୦ ଦଫା ସମ୍ବଳିତ ଦାବି ପତ୍ର…

ପେଟ୍ରୋଲିଂ ବେଳେ ପିଆଜ ଟ୍ରକ୍‌ରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମୋହନା ପୋଲିସ୍, ୨ ଚାଲାଣକାରୀ ଗିରଫ

ମୋହନା: ପିଆଜ ଟ୍ରକ୍‌ରୁ ଗଞ୍ଜେଇ ଜବତ । ପେଟ୍ରୋଲିଂ ବେଳେ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଲୁହଗୁଡି ନିକଟରେ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ ହୋଇଛି । ୩୮ଟି ପ୍ଳାଷ୍ଟିକ ବ୍ୟାଗ୍‌ରେ ବନାରସ ଚାଲାଣ ହେଉଥିଲା…

ମୋହନା: ଏକ ଅଜଣା ଅଡିଓ ଟେପ୍ ଭାଇରଲ ହେବା ପରେ ଆକ୍ସନ ମୁଡ଼ରେ ପୋଲିସ; ୧ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨…

ମୋହନା(କେନ୍ୟୁଜ୍):   ଗଞ୍ଜେଇ ମାଫିଆଙ୍କ ସହ ଜଣେ ଯୁବକ  ସଲାସୁତରା ହେବାର ଅଡିଓ ରେକଡିଂ ପଦାକୁ ଆସିବା ପରେ ଆକ୍ସନ ମୁଡ଼କୁ ଆସିଛି ପୋଲିସ ।  ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ  ମୋହନା ଓ ଅଡବା ଥାନା ଅଞ୍ଚଳରେ  ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ବେଆଇନ ଚୋରା ଚାଲାଣ ହେଉଥିବା…

ପୁଣି ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ କରାଗଲା ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଭାଲିଆସାହି, ବେଣିପଦର ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ବିପୁଳ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି l ଉକ୍ତ ଜଙ୍ଗଲ ଜମିରେ ୬୪ଏକର ଅଞ୍ଚଳରେ ଚାଷ ହୋଇଥିବା ୧ଲକ୍ଷ୨୮ହଜାର୪ଶହ ୯୨ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି l ନଷ୍ଟ…