ଗଜପତି: ପୁରୁଷ ନୁହେଁ ଏବେ ମହିଳା ବି କରୁଛନ୍ତି ଗଞ୍ଜେଇ ଚୋରାଚାଲଣ, ପିକ ଅପ ସହ ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ ଓ ୪…
ମୋହନା(କେନ୍ୟୁଜ୍): ପୁଣି ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଛି ଗଜପତି ଜ଼ିଲ୍ଲା ଅଡବା ପୋଲିସ। ଆଜି ପେଟ୍ରୋଲିଂ ବେଳେ ଅଡବା ହାଡୁପଦର ନିକଟ ଛକରୁ ଏକ ପିକଅପ ଭ୍ୟାନ ସହ ୪୧୪ କେଜି ଗଞ୍ଜେଇ ଜବତ ହୋଇଛି l ଗଞ୍ଜେଇ ରାୟଗଡା ଜ଼ିଲ୍ଲା ପଦ୍ମପୁର ଅଞ୍ଚଳରୁ ବ୍ରହ୍ମପୁର…