Browsing Tag

money shortage

ଶନିବାର ଦିନ ଅଟାରେ ମିଶାନ୍ତୁ ଏହି ଦ୍ରବ୍ୟ, ଅଜସ୍ର ଧନର ହେବେ ମାଲିକ

ଅନେକ ପରିବାରରେ ସବୁବେଳେ ଅଭିଯୋଗ ଆସିଥାଏ ଯେ ଘରର ସଦସ୍ୟ ଯେତେ ରୋଜଗାର କରିଥାନ୍ତି ସେତିକି ଅଭାବ ପଡିଥାଏ। ଏତେ ରୋଜଗାର ପରେ ବି ସେମାନଙ୍କୁ ଅର୍ଧର ଅଭାବ ଦେଖାାଦେଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ ଜଣାଇବୁ ଯାହା ଦ୍ବାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ।…