Browsing Tag

monkey expression

ଥରେ ଦେଖନ୍ତୁ ମାଙ୍କଡ ମୁହଁର ଏକ୍ସପ୍ରେସନ, ଆପଣ ହସି ହସି ଗଡ଼ିଯିବେ

ଏହି ଭିଡିଓଟି ୧.୫୫ ସେକେଣ୍ଡର । ଆପଣ ମାନେ ଦେଖିପାରୁଥିବେ କେମିତି ଏକ ମାଙ୍କଡ ବିନ୍ସ ଭାଙ୍ଗୁଥିବାର କାମ କରୁଛି । ଯାହା ଜଣାପଡୁଛି ଏହା ଏକ ପୋଷା ମାଙ୍କଡ । ଯିଏ ଘରର ସବୁ କାମ ବି କରିଦେଇଥାଏ । ସେଥିପାଇଁ ତ ହୁଏତ ତାକୁ ଘର ଲୋକେ ବିନ୍ସ ଭାଙ୍ଗିବା କାମ ଦେଇଦେଇଛନ୍ତି । ଏହି କାମ କରିବାରେ…