Below header
Browsing Tag

moon rover

ତିଆରି ହେଲା ସବୁଠୁ ଛୋଟ ମୁନ୍‌ ରୋଭର, ଓଜନ ମାତ୍ର ୪ କେଜି; ଖୁବ୍‌ଶୀଘ୍ର ଯିବ ଚନ୍ଦ୍ରକୁ

ତିଆରି ହେଲା ଦୁନିଆର ସବୁଠୁ ଛୋଟ ମୁନ୍‌ ରୋଭର। ଆମେରିକାର ରୋବଟିକ୍ସ କମ୍ପାନୀ ଆଷ୍ଟ୍ରୋବୋଟିକ୍‌ ଏହି ମୁନ୍‌ ରୋଭର ତିଆରି କରିଛି। ଆଷ୍ଟ୍ରୋବୋଟିକ୍‌ ତରଫରୁ ଘୋଷଣା କରାଯାଇ କୁହାଯାଇଛି ଯେ କମ୍ପାନୀ ଦୁନିଆର ସବୁଠୁ ଛୋଟ ମୁନ୍‌ ରୋଭର ତିଆରି କରି ନାସାକୁ ପଠାଇଛି। ଏହି ଛୋଟ ରୋବଟ୍‌ର ନାଁ…