Browsing Tag

mother buffalo viral video

ନିଜ ଛୁଆକୁ ରକ୍ଷା କରିବାକୁ ଯାଇ ବାଘ ସହ ଲଢ଼ିଲା ମଇଁଷି, ଭାଇରାଲ ହେଲା ଭିଡିଓ

ମାଆ ମାନେ ଧର୍ଯ୍ୟ ଓ ସାହସର ପ୍ରତୀକ ହୋଇଥାନ୍ତି । ପ୍ରତ୍ୟେକ ମାଆ ତାର ପିଲାଙ୍କୁ ରକ୍ଷା କରିବା ପାଇଁ ଅନେକ କିଛି ଅସମ୍ଭବ କାର୍ଯ୍ୟ କରିପାରେ। କେବଳ ମଣିଷ ଜାତି ନୁହେଁ ବରଂ ପଶୁ ଜାତିରେ ମଧ୍ୟ ଏହି ଉଦାହରଣ ଦେଖିବାକୁ ମିଳୁଛି । ଏବେ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ଭାଇରାଲ ହୋଇଛି ।…