Browsing Tag

Mount Kilimanjaro

ନିଆରା ଉପଲବ୍ଧି: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଋତ୍ତ୍ୱିକା ଶ୍ରୀ ଚଢ଼ିଲେ ମାଉଣ୍ଟ କିଲିମଞ୍ଜାରୋ, ରଚିଲେ ଏହି ଇତିହାସ

ଆନ୍ଧ୍ର ପ୍ରଦେଶ ଗ୍ରାମାଞ୍ଚଳର ୯ ବର୍ଷର ଜଣେ ବାଳିକା ନିଆରା ଉପଲବ୍ଧି ହାସଲ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ବାଳିକା ତାଞ୍ଜାନିଆର ମାଉଣ୍ଟ କିଲିମଞ୍ଜାରୋକୁ ଜିତିଛନ୍ତି। ଏହା ଆଫ୍ରିକୀୟ ମହାଦ୍ୱୀପର ସବୁଠୁ ଉଚ୍ଚ ପର୍ବତ ଶିଖର। ଅନନ୍ତପୁରରେ ରହୁଥିବା ଋତ୍ତ୍ୱିକା ଶ୍ରୀ ଏହି…

ମାଉଣ୍ଟ କିଲିମଞ୍ଜାରୋରେ ଜାତୀୟ ପତାକା ଉଡ଼ାଇଲେ ପୁନେର ଏହି ୯ ବର୍ଷିୟ

ପୁନେ: ମହାରାଷ୍ଟ୍ରର ପୁନେର ଜଣେ ୯ ବର୍ଷିୟ ବାଳକ ବିଶ୍ୱର ଅନ୍ୟତମ ଉଚ୍ଚ ଶୃଙ୍ଗ ତାଞ୍ଜାନିଆ ସ୍ଥିତ ମାଉଣ୍ଟ କିଲିମଞ୍ଜାରୋ ରେ ଭାରତର ଜାତୀୟ ପତାକା ଉଡ଼ାଇଥିବା ଜଣାଯାଇଛି । ଏହି ବାଳକଙ୍କର ନାମ ଅଦ୍ୱୈତ ଭାରତୀୟ । ୭୩ତମ ସ୍ୱାଧୀନତା ଦିବସରେ ଏହି କାମ କରି  ସେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ…

କିସ୍ ଛାତ୍ରଙ୍କ କମାଲ୍, ଆଫ୍ରିକାର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କଲେ କୁଶ ଅର୍ଲବ

ଭୁବନେଶ୍ବର : ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ସଫଳ ହୋଇଛନ୍ତି ଓଡିଆ ଛାତ୍ର କୁଶ ଅର୍ଲବ । ଏହି ଗିରିଶୃଙ୍ଗର ଉଚ୍ଚତା ପ୍ରାୟ ୫୮୯୫ ମିଟର । ୯ ଜଣିଆ ଭାରତୀୟ ଦଳ ଏହି ଆରୋହଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜାନୁଆରୀ ୨୬ ତାରିଖରୁ ଗିରିଶୃଙ୍ଗ…