Below header
Browsing Tag

mountain collapse

ଗଜପତି କୁଲଙ୍ଗ ଗାଁରେ ଲଗାଣ ବର୍ଷା ଯୋଗୁ ଧସିଲା ପାହାଡ଼, ଅନେକ ଜୀବଜନ୍ତୁ ପ୍ରାଣ ହରାଇବା ସହ ୪ଟି ଘର ସଂପୂର୍ଣ୍ଣ ନଷ୍ଟ

ଗଜପତି(କେନ୍ୟୁଜ୍) : ଲଗାଣ ବର୍ଷାରେ ଧସିଲା ପାହାଡ଼। ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କୁଲଙ୍ଗ ଗାଁରେ ଧସିଲା ପାହାଡ଼। ପାହାଡ଼ ଧସି ୪ଟି ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଜୀବଜନ୍ତୁ ପ୍ରାଣ ହରାଇବା ସହ ବହୁ ଘର ସାମଗ୍ରୀ ନଷ୍ଟ ହୋଇଯାଇଛି। କିଛି ଲୋକ…